ତାଜା ଖବର
  • Home
  • Other
  • ରେଡରିବନ୍ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
Other ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ରେଡରିବନ୍ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୧୨ ବୌଦ୍ଧ ସହରର କଳବନ୍ଧ ପୋଖରୀ ଠାରେ ରେଡରିବନ୍ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ୟୁଥ୍ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ ଓ ଛାତ୍ରମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ପୋଖରୀ ଚାରିପାଶ୍ୱର୍ରେ ଗଦା ହୋଇଥିବା ମଇଳା , ଅନାବନା ଗଛ ଓ ପୋଖରୀ ମଧ୍ୟରେ ପଡିରହିଥିବା ମଇଳା ସବୁକୁ ସଫା କରିଥିଲେ । ଏହା ସଫାହେବା ଫଳରେ ସୁଇମରମାନେ ନିଜର ଅଭ୍ୟାସ ଜାରି ରଖିବା ସହିତ ଜନସାଧାରଣଙ୍କ ଗାଧୋଇବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଲାଗିପାରିବ ବୋଲି ମତ ପ୍ରକାଶ ପାଇଛି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକଙ୍କୁ ନିୟନ୍ତ୍ରଣ ପାଇଁ କାମ ଆରମ୍ଭ

Aren News

ମା ମହେଶ୍ୱରୀ ଓ ମା ଖମ୍ବେଶ୍ଵରୀଙ୍କ ପାରମ୍ପରିକ ଚୁଡା ଖାଇ ଯାତ୍ରା

Aren News

ମହାନଦୀରେ ବୁଡି ପ୍ରାଣ ହରାଇଲେ ଆଇଆରବିର ଯବାନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |