ତାଜା ଖବର
  • Home
  • Other
  • ୫କୋଟି ଟଙ୍କା ବ୍ୟୟରେ ବୌଦ୍ଧ ଷ୍ଟାଡିୟମ ଉନ୍ନତିକରଣ କରାଯିବ
Other ଖେଳ ତାଜା ଖବର ରାଜ୍ୟ

୫କୋଟି ଟଙ୍କା ବ୍ୟୟରେ ବୌଦ୍ଧ ଷ୍ଟାଡିୟମ ଉନ୍ନତିକରଣ କରାଯିବ

ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୧୨ ବୌଦ୍ଧ ଜିଲ୍ଲାରେ ଖେଳର ଉନ୍ନତି ନିମନ୍ତେ ଷ୍ଟାଡିୟମର ଉନ୍ନତିକରଣ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି । ସ୍ପୋର୍ଟସ୍ ଇନଫ୍ରା ଦିଲ୍ଲୀର ମୁଖ୍ୟ ଆନନ୍ଦ ଚୌରାସିଆ ଏକ ପ୍ରତିନିଧି ଦଳ ଜିଲ୍ଲା ଖେଳ ଅଧିକାରୀ ପବିତ୍ର ରାଉତଙ୍କ ସହିତ ପଡିଆର ବିଭିନ୍ନ ସ୍ଥାନ ଦେଖିବା ପରେ ଯୋଜନା ପ୍ରସ୍ତୁତ କରାଯାଇଛି । ଫୁଟବଲ ଖେଳପାଇଁ ଗୋଲପୋଷ୍ଟ, ଦୌଡିବା ପାଇଁ ଲାଇନ୍ ନିର୍ମାଣ, ବାସ୍କେଟ୍ ବଲ୍‌, ଲଙ୍ଗ ଟେନିସ୍ ପଡିଆ, ଜିମ୍ ଓ ଯୋଗ କରିବା ପାଇଁ ବ୍ୟାୟାମଶାଳା ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲାରେ ପୋଲିସ ପକ୍ଷରୁ ବ୍ୟାପକ ଗଞ୍ଜାଇ ଗଛ ନଷ୍ଟ

Aren News

ଅଗଷ୍ଟ କ୍ରାନ୍ତି ଦିବସରେ ସମ୍ମାନିତ ହେଲେ ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା

Aren News

ମହାନଦୀରେ ବନ୍ୟା, ବୌଦ୍ଧ ସହର ତଳି ଅଂଚଳରେ ବନ୍ୟାଜଳ, ହିରାକୁଦ ଖୋଲିଲା 46 ଟି ଗେଟ୍‌

Aren News

ଏକ ମନ୍ତବ୍ୟ ଛାଡନ୍ତୁ |