ବୌଦ୍ଧ / ଏରନ୍ ନ୍ୟୁଜ / ୧୩-୧୨ ବୌଦ୍ଧ ଜିଲ୍ଲାରେ ଖେଳର ଉନ୍ନତି ନିମନ୍ତେ ଷ୍ଟାଡିୟମର ଉନ୍ନତିକରଣ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି । ସ୍ପୋର୍ଟସ୍ ଇନଫ୍ରା ଦିଲ୍ଲୀର ମୁଖ୍ୟ ଆନନ୍ଦ ଚୌରାସିଆ ଏକ ପ୍ରତିନିଧି ଦଳ ଜିଲ୍ଲା ଖେଳ ଅଧିକାରୀ ପବିତ୍ର ରାଉତଙ୍କ ସହିତ ପଡିଆର ବିଭିନ୍ନ ସ୍ଥାନ ଦେଖିବା ପରେ ଯୋଜନା ପ୍ରସ୍ତୁତ କରାଯାଇଛି । ଫୁଟବଲ ଖେଳପାଇଁ ଗୋଲପୋଷ୍ଟ, ଦୌଡିବା ପାଇଁ ଲାଇନ୍ ନିର୍ମାଣ, ବାସ୍କେଟ୍ ବଲ୍, ଲଙ୍ଗ ଟେନିସ୍ ପଡିଆ, ଜିମ୍ ଓ ଯୋଗ କରିବା ପାଇଁ ବ୍ୟାୟାମଶାଳା ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
Download Android App ( Click here )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id