• Home
  • ଅନ୍ୟାନ୍ୟ
  • କରୋନା ପ୍ରଭାବ, ଚଳିତ ବର୍ଷ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ
ଅନ୍ୟାନ୍ୟ ତାଜା ଖବର ମନୋରଞ୍ଜନ ରାଜ୍ୟ

କରୋନା ପ୍ରଭାବ, ଚଳିତ ବର୍ଷ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ

ବରଗଡ / ଏରନ୍ ନ୍ୟୁଜ / ୧୩-୧୨ ସମଗ୍ର ବିଶ୍ୱ କରୋନା ମହାମାରୀ ନେଇ ଆତଙ୍କିତ ରହିଥିବା ବେଳେ ରାଜ୍ୟରେ ମଧ୍ୟ ବିଭିନ୍ନ ଯାତ୍ରା ମହୋତ୍ସବ ଆୟୋଜନକୁ ରାଜ୍ୟ ସରକାର ବାରଣ କରିଛନ୍ତି । କରୋନା ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିଷ୍ପତି ନେଇଛି । ବରଗଡ ଜିଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଧନୁଯାତ୍ରା କମିଟି ବୈଠକରେ ମଧ୍ୟ ଏନେଇ ସବିଶେଷ ଆଲୋଚନା ହୋଇଥିବା ପ୍ରକାଶ । କମିଟି ବୈଠକ ପରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ କରାଯିବା ନେଇ ବରଗଡ ଜିଲାପାଳ ସୂଚନା ଦେଇଛନ୍ତି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସାମାଜିକ ଆନ୍ଦୋଳନରେ ମାଆ ମାନେ ଅଧିକ ସାମିଲ ହୁଅନ୍ତୁ – ମୁଖ୍ୟମନ୍ତ୍ରୀ

Aren News

JEE Main, NEET 2020 exam dates announced

Aren News

ଜିଲାରେ ଖରିଫ ଧାନ କ୍ରୟରେ କୌଣସି ଅସୁବିଧା ନାହିଁ, ସମସ୍ୟା ଥିଲେ ଜିଲାପାଳଙ୍କୁ ଜଣାନ୍ତୁ – ସଂଜୟ କୁମାର ଦାଶ ବର୍ମା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |