ତାଜା ଖବର
  • Home
  • Corona News
  • ତଳ ମୁଁହା କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ
Corona News Other ତାଜା ଖବର ରାଜ୍ୟ

ତଳ ମୁଁହା କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୦୨-୧୨ ବୌଦ୍ଧ ଜିଲ୍ଲାରେ ଆଜି ୩ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ବୌଦ୍ଧ ସହର, ଖଟଖଟିଆ ଓ ବଘିଆପଡା ଗ୍ରାମରୁ ୧ ଜଣ ଲେଖାଏଁ କରୋନା ପଜିଟିଭ ଭାବେ ଚିହ୍ନଟ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୭୩୯ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୮୦ କରୋନା ପଜିଟିଭ୍ । ନୂଆ ୪୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ୨୦୪ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯୫୮୩ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୩୧୨୭୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୪୬ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 41
2. Balasore: 19
3. Bargarh: 30
4. Bhadrak: 2
5. Balangir: 7
6. Boudh: 3
7. Cuttack: 35
8. Deogarh: 3
9. Dhenkanal: 3
10. Ganjam: 7
11. Jagatsinghpur: 19
12. Jajpur: 7
13. Jharsuguda: 16
14. Kalahandi: 28
15. Kandhamal: 11
16. Kendrapada: 17
17. Keonjhar: 13
18. Khurda: 51
19. Koraput: 10
20. Malkangiri: 8
21. Mayurbhanj: 36
22. Nawarangpur: 6
23. Nayagarh: 4
24. Nuapada: 14
25. Puri: 31
26. Rayagada: 3
27. Sambalpur: 14
28. Sundargarh: 31
29. State Pool: 11

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲାରେ ପୋଲିସ ପକ୍ଷରୁ ବ୍ୟାପକ ଗଞ୍ଜାଇ ଗଛ ନଷ୍ଟ

Aren News

ରାଜ୍ୟରେ ୬୪୭ ନୂଆ ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭ ରେ ପହଞ୍ଚିଲା, ମୃତ୍ୟୁସଂଖ୍ୟା ୧୦୩ କୁ ବୃଦ୍ଧି

Aren News

ଦାଦା ବଟି ମାଗିବା ଅଭିଯୋଗରେ ପୁଣି ୨ ଜଣ ସାମ୍ବାଦିକ ଗିରଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |