ତାଜା ଖବର
  • Home
  • Other
  • ବୌଦ୍ଧରେ ତିନି ଠାକୁରଙ୍କ ନାଗାର୍ଜୁନ ବେଶ , ଶହଶହ ଭକ୍ତଙ୍କ ସମାଗମ
Other ତାଜା ଖବର ରାଜ୍ୟ ସାହିତ୍ୟ ଓ ସଂସ୍କୃତି

ବୌଦ୍ଧରେ ତିନି ଠାକୁରଙ୍କ ନାଗାର୍ଜୁନ ବେଶ , ଶହଶହ ଭକ୍ତଙ୍କ ସମାଗମ

ବୌଦ୍ଧ / ଏରନ୍ ନ୍ୟୁଜ / ୨୭-୧୧ ବୌଦ୍ଧ ସହରରେ ବିରାଜିତ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ଆଜି ପ୍ରାତଃ ସମୟରୁ ତିନିଠାକୁର ଶ୍ରୀବଳଭଦ୍ର, ମା ସୁଭଦ୍ରା, ବଡଠାକୁର ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶରେ ସଜ୍ଜିତ କରାଯାଇଥିଲା । ପୂଜକ ସୁରମଣି ପଣ୍ଡା ଠାକୁରମାନଙ୍କ ସମସ୍ତ ନୀତିକାନ୍ତି କରିଥିବାବେଳେ ସହପୂଜକ ଭାବେ ବିଭୁଦତ୍ତ ପଣ୍ଡା, ପ୍ରିୟବ୍ରତ ପଣ୍ଡା, ସନ୍ତୋଷ ଶତପଥୀ ସହଯୋଗ କରିଥିଲେ । ବୌଦ୍ଧରେ ପ୍ରଥମଥର ପାଇଁ ଠାକୁରମାନଙ୍କ ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବାବେଳେ ପୋଲିସ ପ୍ରଶାସନର ସହଯୋଗରେ ଶହଶହ ଭକ୍ତ ଦର୍ଶନ କରିଥିଲେ ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର : ଭୁସୁଡ଼ିଲା ମୁଖ୍ୟ ରାସ୍ତାର ପୋଲ , ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ

Aren News

ବୌଦ୍ଧ ଜିଲାରେ ଶାରଦୀୟ ଦୁର୍ଗାପୂଜା , କଟକଣା ସତ୍ୱେ ଭକ୍ତଙ୍କ ମନରେ ରହିଛି ଉତ୍ସାହ

Aren News

ଗଣପର୍ବ ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |