ତାଜା ଖବର
  • Home
  • Corona News
  • କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୨ ଜଣ ଓ ରାଜ୍ୟରେ ୬୪୪ ନୂଆ କରୋନା ପଜିଟିଭ ଚିହ୍ନଟ
Corona News Other ତାଜା ଖବର ରାଜ୍ୟ

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୨ ଜଣ ଓ ରାଜ୍ୟରେ ୬୪୪ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୨୬ -୧୧ ବୌଦ୍ଧ ଜିଲ୍ଲାରେ ଆଜି ୨ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରେ ବୌଦ୍ଧ ରୁ ୧ ଜଣ ଓ ବଦଲା ଗ୍ରାମରୁ ୧ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୭୩୧କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୪୪ କରୋନା ପଜିଟିଭ୍ । ନୂଆ ୬୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ୨୭୫ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୬୪୫ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୩୦୮୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୮୬ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 50
2. Balasore: 11
3. Bargarh: 19
4. Bhadrak: 11
5. Balangir: 32
6. Boudh: 2
7. Cuttack: 64
8. Deogarh: 2
9. Dhenkanal: 5
10. Gajapati: 2
11. Ganjam: 18
12. Jagatsinghpur: 26
13. Jajpur: 17
14. Jharsuguda: 21
15. Kalahandi: 35
16. Kandhamal: 1
17. Kendrapada: 27
18. Keonjhar: 42
19. Khurda: 49
20. Koraput: 10
21. Malkangiri: 4
22. Mayurbhanj: 36
23. Nawarangpur: 11
24. Nayagarh: 4
25. Nuapada: 36
26. Puri: 16
27. Rayagada: 4
28. Sambalpur: 15
29. Sonepur: 2
30. Sundargarh: 62
31. State Pool: 10

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

୨୦ ଦିନର ଶିଶୁକୁ ତଣ୍ଟିଚିପି ହତ୍ୟା କଲା ବାପା, ପାରିବାରିକ କଳହର କରୁଣ ସ୍ଥିତି

Aren News

ବୌଦ୍ଧ: କରୋନା ସଚେତନତା ପାଇଁ ବାଇକ ଓ ଅଟୋ ଶୋଭାଯାତ୍ରା

Aren News

ବୌଦ୍ଧ : ମାରୱାଡି ମହିଳା ସମିତି ପକ୍ଷରୁ ରକ୍ତଦାନ ଶିବିର

Aren News

ଏକ ମନ୍ତବ୍ୟ ଛାଡନ୍ତୁ |