ତାଜା ଖବର
  • Home
  • Other
  • ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଦ୍ୱାରା ୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ
Other ଅପରାଧ ତାଜା ଖବର ରାଜ୍ୟ

ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଦ୍ୱାରା ୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ

କୋରାପୁଟ / ଏରନ୍ ନ୍ୟୁଜ / ୨୬ -୧୧ ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ପକ୍ଷରୁ କୋରାପୁଟ ଜିଲା ସୁନାବେଡା ବସଷ୍ଟାଣ୍ଡ ଠାରେ ଚଢ଼ଉ କରାଯାଇ ନକଲି ନୋଟ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବିପୁଳ ପରିମାଣର ନକଲି ନୋଟ ଜବତ କରିବାରେ ସଫଳ ହୋଇଛନ୍ତି । ଗୁଇନ୍ଦା ସୁତ୍ରକୁ ଆଧାର କରି ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଏହି ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ୩ ଲକ୍ଷ ଟଙ୍କା ମୂଲ୍ୟର ନକଲି ନୋଟ ଜବତ କରିଛନ୍ତି । ଏହାସହ କୋରାପୁଟ ଜିଲା ଲେକିଗୁଡା ଗ୍ରାମର ଅନାମ ଖିଲୋଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏନେଇ ସୁନାବେଡା ଥାନାରେ ଏକ କେଶ ନଂ ୧୮୨ ରୁଜୁ କରାଯିବା ସହ ଅଧିକ ତଦନ୍ତ କରାଯାଉଅଛି ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର : ଅନ୍ୟଲୋକର ଶୌଚାଳୟରେ ଜୀବନ, ୭୧ ବର୍ଷିୟ ମହିଳାଙ୍କ ଅସହାୟତା

Aren News

ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ, ଏସ୍‌ଟିଏଫ ଦ୍ୱାରା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରତ୍ନପଥର ଜବତ

Aren News

ସମ୍ବଲପୁର : ପୁର୍ବତନ ସୈନିକ ସଂଘ ପକ୍ଷରୁ କାର୍ଗିଲ ବିଜୟ ଦିବସ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |