ତାଜା ଖବର
  • Home
  • Corona News
  • କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଜଣେ ଓ ରାଜ୍ୟରେ ୭୩୦ ନୂଆ କରୋନା ପଜିଟିଭ ଚିହ୍ନଟ
Corona News Other ତାଜା ଖବର ରାଜ୍ୟ

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଜଣେ ଓ ରାଜ୍ୟରେ ୭୩୦ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୨୫ -୧୧ ବୌଦ୍ଧ ଜିଲ୍ଲାରେ ଆଜି ଜଣେ ମାତ୍ର କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଜଣକ ଜିଲ୍ଲା ବାହାରେ ପରୀକ୍ଷା କରିଛନ୍ତି , ଏଣୁ ପୁରା ତଥ୍ୟ ମିଳିପାରିନାହିଁ । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୭୨୯ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୩୦ କରୋନା ପଜିଟିଭ୍ । ନୂଆ ୭୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୯ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୧୧ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୦୦୧ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୩୦୭୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୮୮୭ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 44
2. Balasore: 53
3. Bargarh: 21
4. Bhadrak: 7
5. Balangir: 40
6. Boudh: 1
7. Cuttack: 49
8. Deogarh: 4
9. Dhenkanal: 7
10. Gajapati: 4
11. Ganjam: 12
12. Jagatsinghpur: 24
13. Jajpur: 25
14. Jharsuguda: 25
15. Kalahandi: 33
16. Kandhamal: 1
17. Kendrapada: 14
18. Keonjhar: 40
19. Khurda: 65
20. Koraput: 5
21. Malkangiri: 3
22. Mayurbhanj: 68
23. Nawarangpur: 7
24. Nayagarh: 8
25. Nuapada: 46
26. Puri: 29
27. Rayagada: 8
28. Sambalpur: 9
29. Sonepur: 9
30. Sundargarh: 57
31. State Pool: 12

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଓ ସମ୍ବଲପୁର ସହ ଓଡ଼ିଶାର ପାଞ୍ଚ ଜିଲ୍ଲା କୁ ମାଓ ମୁକ୍ତ ଅଂଚଳ ଭାବେ ଘୋଷଣା

Aren News

ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

Aren News

ବୌଦ୍ଧ : କଟକଣା ଭିତରେ ବାହୁଡାଯାତ୍ରା ସମ୍ପନ୍ନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |