ତାଜା ଖବର
  • Home
  • Other
  • ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ, ୧୨ ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ
Other ଅପରାଧ ତାଜା ଖବର ରାଜ୍ୟ

ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ, ୧୨ ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୨୫ -୧୧ ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ । ବୁଧବାର ଅତିରିକ୍ତ ପିସିସିଏଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ୧୨ ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ କରାଯାଇଛି । ଓଡିଶାର ୪ଟି ସ୍ଥାନରେ, ମହାରାଷ୍ଟ୍ରର ୭ଟି ସ୍ଥାନରେ ଓ ବିହାରର ପାଟନାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। । ପୁଣେର ଭୁଗାଓଁ ହିଲ ଟାଉନ ଅଞ୍ଚଳରେ ଥିବା ପାଠକଙ୍କ ଫାର୍ମ ହାଉସ ଏବଂ କୋରେଗାଓଁ ପାର୍କରେ ଥିବା ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଭିଜିଲାନ୍ସ ଚଢ଼ଉ କରିଛି। ପିସିସିଏଫ ଅଭୟକାନ୍ତ ପାଠକ ୧୯୮୭ ମସିହା ବ୍ୟାଚର ଆଇଏଫଏସ୍ ଅଫିସର । ସେ ଲକଡାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ ।    ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରାଜ୍ୟରେ ରେକର୍ଡ ସଂଖ୍ୟକ ନୂଆ ପଜିଟିଭ୍ ଚିହ୍ନଟ ଆଜି ୫୬୧ ନୂଆ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ କୁ ପହଞ୍ଚିଲା

Aren News

ରାଜ୍ୟରେ ଏଥର ବାଣ ବିକ୍ରି ଓ ଫୁଟାଇବା ମନା

Aren News

ବୌଦ୍ଧ : ଦୁଇ ବିଶିଷ୍ଟ ବ୍ୟକ୍ତି ଶେଖ ସଲିମ ଓ ଉଦୟ ସିଂଙ୍କ ପରଲୋକ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |