ତାଜା ଖବର
  • Home
  • Other
  • ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ତାରା ବାହିନୀପତିଙ୍କ ଆତ୍ମହତ୍ୟା ଧମକ
Other ତାଜା ଖବର ରାଜନୀତି ରାଜ୍ୟ

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ତାରା ବାହିନୀପତିଙ୍କ ଆତ୍ମହତ୍ୟା ଧମକ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୨୧ -୧୧ କରୋନା ମହାମାରୀ ଯୋଗୁ ରାଜ୍ୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି l ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି l ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି, ବେକ କାଟିଦେବି ବୋଲି ସେ କହିଛନ୍ତି। ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାୟକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଆଜି ଗୃହରେ ଦୁଇ ଦୁଇ ଥର ରୁଲିଂ କରିଛନ୍ତି ବାଚସ୍ପତି । ଏହାସହ କାଲି ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

JNUTA writes to MHRD over reduction in reserved seats in JNU

admin

କରୋନା ପଜିଟିଭ ସଂଖ୍ୟା – ରାଜ୍ୟ ରେ ୧ ଲକ୍ଷ ଟପିଲା ଓ ବୌଦ୍ଧ ରେ ୬୦୦ ରେ ପହଁଚିଲା

Aren News

ବ୍ୟୋମକେଶ ରାୟ ବିଜୁ ଯୁବ ଜନତା ଦଳ ସଭାପତି ଓ ଦେବୀରଞ୍ଜନ ତ୍ରିପାଠୀ ହେଲେ ଛାତ୍ର ବିଜେଡ଼ି ସଭାପତି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |