ତାଜା ଖବର
  • Home
  • Corona News
  • କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୭୭୮ ନୂଆ କରୋନା ପଜିଟିଭ ଚିହ୍ନଟ
Corona News Other ତାଜା ଖବର ରାଜ୍ୟ

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୭୭୮ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୨୧ -୧୧ ବୌଦ୍ଧ ଜିଲ୍ଲାରେ ଆଜି ୩ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ମଥୁରା, ଵଲାସିଂଗା ଓ ସାନଡୁଙ୍ଗୁରିପାଲି ଗ୍ରାମ ରୁ ଜଣେ ଲେଖାଏଁ କରୋନା ପଜିଟିଭ ଭାବେ ଚିହ୍ନଟ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୭୧୪ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୭୮ କରୋନା ପଜିଟିଭ୍ । ନୂଆ ୭୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୩୨ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୩୨୩ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୩୦୩୮୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୭୪୮ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 68
2. Balasore: 61
3. Bargarh: 30
4. Bhadrak: 6
5. Balangir: 29
6. Boudh: 3
7. Cuttack: 54
8. Deogarh: 3
9. Dhenkanal: 12
10. Gajapati: 2
11. Ganjam: 18
12. Jagatsinghpur: 40
13. Jajpur: 21
14. Jharsuguda: 30
15. Kalahandi: 13
16. Kandhamal: 4
17. Kendrapada: 36
18. Keonjhar: 53
19. Khurda: 61
20. Koraput: 10
21. Malkangiri: 4
22. Mayurbhanj: 58
23. Nawarangpur: 10
24. Nayagarh: 4
25. Nuapada: 5
26. Puri: 20
27. Rayagada: 4
28. Sambalpur: 40
29. Sonepur: 2
30. Sundargarh: 64
31. State Pool: 13

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରକ୍ଷା ବନ୍ଧନ ଉତ୍ସବରେ ବୃକ୍ଷକୁ ଭାଇ ଓ ଭଉଣୀ ଭାବରେ ମାନ୍ୟତା ଦେଇ ରାଖୀ ବାନ୍ଧିଲେ

Aren News

ଗାଡ଼ିରେ ପକାଇ ପାରିବେନି ୫ ଲିଟର ରୁ ଅଧିକ ତେଲ, ଜାଣନ୍ତୁ କେଉଁଠି ଲାଗୁ ହେଲା

Simun Naik

କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ, ଜାଳିଦେଲେ ପାଞ୍ଚୋଟି ଗାଡ଼ି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |