ତାଜା ଖବର
  • Home
  • Corona News
  • ବୌଦ୍ଧ ପାଇଁ ଆଶ୍ବସ୍ତି – ଜିଲ୍ଲାରେ ଆଜି ଶୂନ ଓ ରାଜ୍ୟରେ ୭୫୭ ନୂଆ କରୋନା ପଜିଟିଭ ଚିହ୍ନଟ
Corona News Other ତାଜା ଖବର ରାଜ୍ୟ

ବୌଦ୍ଧ ପାଇଁ ଆଶ୍ବସ୍ତି – ଜିଲ୍ଲାରେ ଆଜି ଶୂନ ଓ ରାଜ୍ୟରେ ୭୫୭ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୨୦ -୧୧ ବୌଦ୍ଧ ପାଇଁ ଆଜି ଆଶ୍ବସ୍ତି ର ଖବର l ବୌଦ୍ଧ ଜିଲ୍ଲାରେ ଆଜି ଜଣେ ହେଲେ ମଧ୍ୟ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇ ନାହାନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୭୧୧ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୫୭ କରୋନା ପଜିଟିଭ୍ । ନୂଆ ୭୫୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୨୧ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୨୫୪୫ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୩୦୨୭୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୮୮ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 75
2. Balasore: 34
3. Bargarh: 12
4. Bhadrak: 19
5. Balangir: 35
6. Cuttack: 67
7. Deogarh: 1
8. Dhenkanal: 9
9. Gajapati: 1
10. Ganjam: 13
11. Jagatsinghpur: 42
12. Jajpur: 27
13. Jharsuguda: 25
14. Kalahandi: 37
15. Kandhamal: 4
16. Kendrapada: 29
17. Keonjhar: 26
18. Khurda: 70
19. Koraput: 8
20. Malkangiri: 8
21. Mayurbhanj: 43
22. Nawarangpur: 10
23. Nayagarh: 6
24. Nuapada: 41
25. Puri: 9
26. Rayagada: 4
27. Sambalpur: 35
28. Sonepur: 1
29. Sundargarh: 52
30. State Pool: 14

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ହିରାକୁଦରୁ ୧୮ ଟି ଗେଟ ଯୋଗେ ବନ୍ୟାଜଳ ନିସ୍କାସନ କରାଯାଉଛି

Aren News

ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ୪ କ୍ୟାଡ଼ର ମାଓବାଦୀ ନିହତ

Aren News

ବୌଦ୍ଧ : ବୁଲା ଗାଇଗୋରୁଙ୍କ ସୁରକ୍ଷା ଏବଂ ଦୁର୍ଘଟଣା ରୋକିବାକୁ ବିଜେପିର ଦାବୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |