ତାଜା ଖବର
  • Home
  • Corona News
  • କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ମାତ୍ର ଜଣେ ଓ ରାଜ୍ୟରେ ୮୬୮ ନୂଆ କରୋନା ପଜିଟିଭ ଚିହ୍ନଟ
Corona News Other ତାଜା ଖବର ରାଜ୍ୟ

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ମାତ୍ର ଜଣେ ଓ ରାଜ୍ୟରେ ୮୬୮ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୧୯ -୧୧ ବୌଦ୍ଧ ଜିଲ୍ଲାରେ ଆଜି ମାତ୍ର ଜଣେ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଜଣକ ହେଲେ ବରଗା ଗ୍ରାମ ପଂଚାୟତ ର ଘୁଚାଙ୍ଗି ଗ୍ରାମ ର ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୭୧୧ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୬୮ କରୋନା ପଜିଟିଭ୍ । ନୂଆ ୮୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୯ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୬୯ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୭୮୮ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୩୦୧୭୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୬୬ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 54
2. Balasore: 18
3. Bargarh: 21
4. Bhadrak: 13
5. Balangir: 34
6. Boudh: 1
7. Cuttack: 64
8. Deogarh: 7
9. Dhenkanal: 18
10. Gajapati: 3
11. Ganjam: 11
12. Jagatsinghpur: 44
13. Jajpur: 31
14. Jharsuguda: 21
15. Kalahandi: 20
16. Kandhamal: 6
17. Kendrapada: 35
18. Keonjhar: 39
19. Khurda: 126
20. Koraput: 12
21. Malkangiri: 12
22. Mayurbhanj: 46
23. Nawarangpur: 14
24. Nayagarh: 3
25. Nuapada: 46
26. Puri: 28
27. Rayagada: 7
28. Sambalpur: 18
29. Sonepur: 6
30. Sundargarh: 87
31. State Pool: 23

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର : ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ପାଟି ପଟେ ବାହାରୁଛି ମଳମୂତ୍ର

Aren News

ଭିମସାର ଭିତରେ କର୍ମଚାରୀ- ଯୁବତୀ ହାତା ହାତି, କର୍ମଚାରୀଙ୍କୁ ଚପଲମାଡ

Aren News

ରେଢ଼ାଖୋଲ : ଭୀମଭୋଇ ଜୟନ୍ତୀ ପାଳିତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |