ତାଜା ଖବର
  • Home
  • Corona News
  • କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୪ ଜଣ ଓ ରାଜ୍ୟରେ ୮୬୮ ନୂଆ କରୋନା ପଜିଟିଭ ଚିହ୍ନଟ
Corona News Other ତାଜା ଖବର ରାଜ୍ୟ

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୪ ଜଣ ଓ ରାଜ୍ୟରେ ୮୬୮ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୧୮ -୧୧ ବୌଦ୍ଧ ଜିଲ୍ଲାରେ ଆଜି ୪ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ମନମୁଣ୍ଡା, ପଲାସାଗୁଡା, ବାରବଣି ଓ ମକୁନ୍ଦପୁର ରୁ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୭୧୦ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୬୮ କରୋନା ପଜିଟିଭ୍ । ନୂଆ ୮୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୨ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୬୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୯୨୦ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୩୦୦୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮୧୮ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 41
2. Balasore: 52
3. Bargarh: 26
4. Bhadrak: 6
5. Balangir: 36
6. Boudh: 4
7. Cuttack: 65
8. Deogarh: 9
9. Dhenkanal: 15
10. Gajapati: 1
11. Ganjam: 25
12. Jagatsinghpur: 38
13. Jajpur: 31
14. Jharsuguda: 22
15. Kalahandi: 36
16. Kandhamal: 10
17. Kendrapada: 39
18. Keonjhar: 19
19. Khurda: 102
20. Koraput: 15
21. Malkangiri: 3
22. Mayurbhanj: 46
23. Nawarangpur: 12
24. Nayagarh: 5
25. Nuapada: 33
26. Puri: 30
27. Rayagada: 21
28. Sambalpur: 22
29. Sonepur: 2
30. Sundargarh: 82
31. State Pool: 20

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ରେ ଆଉ ୨୮ଜଣ କରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ୩୩ କୁ ବୃଦ୍ଦି

Aren News

ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ବାଇକ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ, ଜଣେ ଆହତ

Aren News

ବୌଦ୍ଧ : ବିଶିଷ୍ଟ ଶିକ୍ଷାବିତ କୁମୁଦ ରଂଜନ ପଟ୍ଟନାୟକଙ୍କ ପରଲୋକ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |