ତାଜା ଖବର
  • Home
  • Other
  • ନବରଙ୍ଗପୁର ବନ ବିଭାଗ : ଶ୍ରମିକ ବଦଳରେ କାମ କରୁଛନ୍ତି ଶିଶୁ ଶ୍ରମିକ
Other ଅପରାଧ ତାଜା ଖବର ରାଜ୍ୟ

ନବରଙ୍ଗପୁର ବନ ବିଭାଗ : ଶ୍ରମିକ ବଦଳରେ କାମ କରୁଛନ୍ତି ଶିଶୁ ଶ୍ରମିକ

ନବରଙ୍ଗପୁର / ଏରନ୍ ନ୍ୟୁଜ / ୧୨ -୧୧ ( ମିହିର ଶଙ୍କର ପାତ୍ର ) ନବରଙ୍ଗପୁର ବନ ବିଭାଗରେ ଚାଲିଛି ବେନିୟମ କାର୍ଯ୍ୟକଳାପ । ମନରେଗା ଯୋଜନାରେ ଶ୍ରମିକ ବଦଳରେ କାମ କରୁଛନ୍ତି ମେସିନ ଓ ତା ସହିତ ଶିଶୁ ଶ୍ରମିକ l ସବୁ ଜାଣି ଚୁପ ରହୁଛନ୍ତି ବିଭାଗୀୟ ଅଧିକାରୀ l ଅନେକ ଭିତରୁ ଗୋଟିଏ ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ୍ ମାଲଗାଁ ବନଖଣ୍ଡ ଅଧୀନ ଡଙ୍ଗରୀଗୁଡ଼ା -କୁହୁଡ଼ି ରେ ହେଉଥିବା ମନରେଗା ଯୋଜନା ପ୍ରକଳ୍ପ । ସରକାର ବର୍ତ୍ତମାନ କରୋନା ଦାଉରୁ ରୋଜଗାର ହରାଇଥିବା ଗାଁର ମଜୁରିଆଙ୍କ ରୋଜଗାର ପାଇଁ ମନରେଗା ଯୋଜନାରେ ବିଭିନ୍ନ ଉନ୍ନୟନ କାମ ଯୋଗାଇଦେଉଥିବା ବେଳେ ନୀତି ନିୟମ କୁ ବେଖାତିର କରି ଶ୍ରମିକ ବଦଳରେ ମନଇଛା ଜେସିବି ମେସିନ୍ ଓ କଅଁଳ ତେର ଚଉଦ ବର୍ଷ ବୟସର ସ୍କୁଲ ପଢ଼ା ପୁଅଝିଅଙ୍କୁ କାମ ରେ ଲଗାଯାଇଛି । ଯେଉଁମାନେ କାମ କରିବା କଥା ସେମାନଙ୍କୁ କାମ ମିଳୁନାହିଁ, ଏଠି ଦେଖିବାକୁ ମିଲିଛି ଓଲଟା।

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଯୁବ ବ୍ୟବସାୟୀ ରାଜା ନିଖୋଜ ଘଟଣା, ପୋଲିସ ଅବହେଳା ବିରୋଧରେ ଯୁବ ସମାଜର ଶୋଭାଯାତ୍ରା

Aren News

ଭିତିଭୂମୀ ଥାଇ ବି ଅବହେଳିତ ବୌଦ୍ଧ ଜିଲାର ପର୍ଯ୍ୟଟନ ଶିଳ୍ପ

Aren News

ସମ୍ବଲପୁର : ସାମାଜିକ ସଂଗଠନ ସେବା ପକ୍ଷରୁ ରକ୍ତଦାନ ଶିବିର

Aren News

ଏକ ମନ୍ତବ୍ୟ ଛାଡନ୍ତୁ |