ତାଜା ଖବର
  • Home
  • Other
  • ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ସଂଗଠନ ବିକାଶ କାର୍ଯ୍ୟକ୍ରମ
Corona News Other ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ସଂଗଠନ ବିକାଶ କାର୍ଯ୍ୟକ୍ରମ

ବୌଦ୍ଧ / ଏରନ୍ ନ୍ୟୁଜ / ୦୯ -୧୧ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଗ୍ରାମଚଂଳରେ ରହିଥିବା ଯୁବ ଅନୁଷ୍ଠାନ ଗୁଡିକୁ ଅଧିକ ସକ୍ରିୟ ଏବଂ କ୍ରିୟାଭିମୁଖି କରିବା ପାଇଁ ଯୁବ ସଂଗଠନ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବୌଦ୍ଧ ଜିଲାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିଭିନ୍ନ ଗ୍ରାମରେ ତାଲିମ ଶିବିରମାନ ଆୟୋଜିତ କରାଯାଇ କରୋନା ସଚେତନତା, କରୋନା ମହାମାରୀ ସମୟରେ ସ୍ୱେଚ୍ଛାସେବୀମାନଙ୍କ ଭୂମୀକା, ଗ୍ରାମ୍ୟ ସ୍ୱଚ୍ଛତା, ଗ୍ରାମ୍ୟ ବନୀକରଣ ଆଦି ସଂପର୍କରେ ତାଲିମ ପ୍ରଦାନ କରାଯାଇଛି । ଜିଲାର ଗୌତମପାଲି, ପୋଡବଳସ ଏବଂ ଗୁଢ଼ିଆଳି ଠାରେ ଆୟୋଜିତ ଯୁବ ସମ୍ମୀଳନୀରେ ସ୍ୱେଚ୍ଛାସେବୀ ଶୁନି ପ୍ରଧାନ, ତାଲିମଦାତା ଅଷ୍ମାନ ମହାକୁଡ ଯୋଗ ଦେଇ ତାଲିମ ପ୍ରଦାନ କରିଛନ୍ତି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ବୌଦ୍ଧ ଜିଲାର ବନ୍ୟାଚଂଳ ପରିଦର୍ଶନ

Aren News

ବିଧାୟକ ଓ ଜିଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲା ବିଜେପି ଯୁବମୋର୍ଚ୍ଚା

Aren News

କରୋନା : ଏବର୍ଷ ବୋଲବମ୍ ଯାତ୍ରା ବନ୍ଦ, କଟକ ସହର ବୁଧବାର ଯାଏ ସଟଡାଉନ, ଗଂଜାମ କୁ ଗଲେ ୨ IAS ଓ ୬ ଜଣ ଓଏଏସ୍

Aren News

ଏକ ମନ୍ତବ୍ୟ ଛାଡନ୍ତୁ |