ତାଜା ଖବର
  • Home
  • Other
  • ଖସୁଛି କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୨ ଜଣ ଓ ରାଜ୍ୟରେ ୧୩୭୨ ନୂଆ କରୋନା ପଜିଟିଭ ଚିହ୍ନଟ
Other ତାଜା ଖବର ରାଜ୍ୟ

ଖସୁଛି କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୨ ଜଣ ଓ ରାଜ୍ୟରେ ୧୩୭୨ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୦୭ -୧୧ ବୌଦ୍ଧ ଜିଲ୍ଲାରେ ଆଜି ୨ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରୁ କରଞ୍ଜକଟା ଓ ଡୁଙ୍ଗୁରିପାଲି ଗ୍ରାମ ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୬୩୨ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୭୨ କରୋନା ପଜିଟିଭ୍ । ନୂଆ ୧୩୭୨ ଆକ୍ରାନ୍ତଙ୍କ ମଧ୍ୟରୁ ୭୯୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୫୭୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୧୪୦ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୨୮୫୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୫୦୩ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases:

1. Angul: 81
2. Balasore: 31
3. Bargarh: 40
4. Bhadrak: 31
5. Balangir: 40
6. Boudh: 2
7. Cuttack: 121
8. Deogarh: 8
9. Dhenkanal: 25
10. Gajapati: 4
11. Ganjam: 21
12. Jagatsinghpur: 70
13. Jajpur: 34
14. Jharsuguda: 33
15. Kalahandi: 40
16. Kandhamal: 11
17. Kendrapada: 65
18. Keonjhar: 40
19. Khurda: 145
20. Koraput: 20
21. Malkangiri: 20
22. Mayurbhanj: 78
23. Nawarangpur: 26
24. Nayagarh: 32
25. Nuapada: 108
26. Puri: 53
27. Rayagada: 11
28. Sambalpur: 37
29. Sonepur: 19
30. Sundargarh: 96
31. State Pool: 30

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକଙ୍କୁ ନିୟନ୍ତ୍ରଣ ପାଇଁ କାମ ଆରମ୍ଭ

Aren News

ବୌଦ୍ଧରେ ୩୪ ଜଣ ଓ ରାଜ୍ୟରେ ୧୮୩୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୪୨୫୫୦ କୁ ବୃଦ୍ଧି

Aren News

ପାଳିତ ହେଲା ଆଦିବାସୀଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |