ତାଜା ଖବର
  • Home
  • Other
  • ନଭେମ୍ବରରେ ଆଉ ସ୍କୁଲ ଖୋଲିବ ନାହିଁ, ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର
Corona News Other ତାଜା ଖବର ରାଜନୀତି ରାଜ୍ୟ ସାହିତ୍ୟ ଓ ସଂସ୍କୃତି

ନଭେମ୍ବରରେ ଆଉ ସ୍କୁଲ ଖୋଲିବ ନାହିଁ, ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୦୬ -୧୧ ପୂର୍ବ ଘୋଷଣା ପ୍ରକାରେ ଆଉ ନଭେମ୍ବରରେ ସ୍କୁଲ ଖୋଲିବ ନାହିଁ l ସ୍କୁଲ ଖୋଲିବା ନିଷ୍ପତ୍ତି କୁ ସ୍ଥଗିତ ରଖିଲେ ସରକାର l ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଡିସେମ୍ବରରେ କରୋନାର ଦ୍ୱିତୀୟ ଲହରୀ ଆସିବା ଆଶଙ୍କା ରହିଛି; ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି l ଆଗକୁ କେବେ ସ୍କୁଲ ଖୋଲିବ ସେ ନେଇ ସରକାର ଠିକ ସମୟରେ ଘୋଷଣା କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ l

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୧୨ ଜଣ ଓ ରାଜ୍ୟରେ ୨୪୨୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ନବରଙ୍ଗପୁର : ଭୁସୁଡ଼ିଲା ମୁଖ୍ୟ ରାସ୍ତାର ପୋଲ , ଅନେକ ଗ୍ରାମକୁ ଯୋଗାଯୋଗ ବିଛିନ୍ନ

Aren News

ବୁର୍ଲା: ଭିମସାରରେ MRI ସ୍କାମ, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ ତ ?

Aren News

ଏକ ମନ୍ତବ୍ୟ ଛାଡନ୍ତୁ |