ତାଜା ଖବର
  • Home
  • ଅନ୍ୟାନ୍ୟ
  • ବୌଦ୍ଧ ଜିଲାରେ ଗଜଲକ୍ଷ୍ମୀ ପୂଜା, ଶରଦ ପୁର୍ଣ୍ଣିମା ଉତ୍ସବ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ ସାହିତ୍ୟ

ବୌଦ୍ଧ ଜିଲାରେ ଗଜଲକ୍ଷ୍ମୀ ପୂଜା, ଶରଦ ପୁର୍ଣ୍ଣିମା ଉତ୍ସବ

ବୌଦ୍ଧ / ଏରନ୍ ନ୍ୟୁଜ / ୩୧- ୧୦ ଉତ୍ସବ ମୁଖର ବୌଦ୍ଧ ଜିଲା । ଦଶହରା ପରେ ଗଜଲକ୍ଷ୍ମୀ ପୂଜା ଓ ଶରଦ ପୁର୍ଣ୍ଣିମା ଉତ୍ସବ । କୋଭିଡ କଟକଣା ଭିତରେ ବୌଦ୍ଧ ସହର ସମତେ ଜିଲାର ବିଭିନ୍ନ ସ୍ଥାନରେ କୁମାର ପୁର୍ଣ୍ଣିମା ଅବସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି । ବିଭିନ୍ନ ଅଂଚଳରେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମା ଗଜଲକ୍ଷ୍ମୀ ଦେବୀଙ୍କ ମୃଣ୍ମୟୀ ମୁର୍ତ୍ତି ପ୍ରତିଷ୍ଠା କରାଯାଇ ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଇଛି । ସେହିପରି ମାରୱାଡି ଯୁବ ମଂଚ ପକ୍ଷରୁ ବୌଦ୍ଧ ଠାରେ ଶରଦ ପୁର୍ଣ୍ଣିମା ଉତ୍ସବ ପାଳିତ ହୋଇଛି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ଖବର, ରାଜ୍ୟରେ ୩୮୦୬ ଜଣ କରୋନା ପଜିଟିଭ ଚିହ୍ନଟ, ବୌଦ୍ଧରେ ୩୫

Aren News

ଭଲ ଖବର : ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୪୫୮୭, ବୌଦ୍ଧ ଜିଲ୍ଲାରୁ ୫୨ ଆକ୍ରାନ୍ତ ସୁସ୍ଥ ହେଲେ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୦-୪-୨୦୨୧((ସୋମବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |