ତାଜା ଖବର
  • Home
  • ଅନ୍ୟାନ୍ୟ
  • କୋଇଲା ଦୁର୍ନୀତି ମାମଲା : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍‌ , ମିଳିଲା ଜାମିନ
ଅନ୍ୟାନ୍ୟ ଅପରାଧ ତାଜା ଖବର ଦେଶ- ବିଦେଶ ରାଜନୀତି ରାଜ୍ୟ

କୋଇଲା ଦୁର୍ନୀତି ମାମଲା : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍‌ , ମିଳିଲା ଜାମିନ

ଭୁବନେଶ୍ୱର / ଏରନ୍ ନ୍ୟୁଜ / ୨୬ -୧୦ କୋଇଲା ଦୁର୍ନୀତି ମାମଲରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୯ ଝାଡ଼ଖଣ୍ଡ କୋଲ ବ୍ଲକ ଆବଣ୍ଟନ ମାମଲାରେ ଦିଲୀପଙ୍କୁ ଏହି ଦଣ୍ଡାଦେଶ ମିଳିଛି l ଏହା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ କୋଇଲା ଦୁର୍ନୀତି ମାମଲରେ ଜାମିନ ମଂଜୁର ହୋଇଅଛି l ଦିଲୀପଙ୍କ ସହ ଅନ୍ୟ ଦୁଇ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ଙ୍କ ଜାମିନ ମଧ୍ୟ ମଂଜୁର ହୋଇଅଛି l ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ୍‌ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି l ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତାଫା ଦାବିରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

Aren News

ଆନ୍ତଃରାଜ୍ୟ ବାଘଛାଲ ତସ୍କର ସକ୍ରୀୟ, କଳାହାଣ୍ଡି ରୁ ୯ ଛାଲ ଜବତ, ୭ ଜଣ ଗିରଫ

Aren News

ସାଇକେଲ କୁ ଧକକା ଦେଲା ସ୍କୋର୍ପିଓ, ୪ ଘଣ୍ଟା ପରେ ଜାତୀୟ ରାଜପଥ ଅବରୋଧ ହଟିଲା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |