ତାଜା ଖବର
  • Home
  • Other
  • ନଭେମ୍ବର ୧୦ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ର ଫାଇନାଲ ମ୍ୟାଚ
Other ଖେଳ ତାଜା ଖବର ଦେଶ- ବିଦେଶ

ନଭେମ୍ବର ୧୦ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ର ଫାଇନାଲ ମ୍ୟାଚ

ଭୁବନେଶ୍ୱର/ ଏରନ୍ ନ୍ୟୁଜ / ୨୬ -୧୦ ଆସନ୍ତା ନଭେମ୍ବର ୧୦ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇପିଏଲ ର ଫାଇନାଲ ମ୍ୟାଚ ଖେଳାଯିବକୁ ଘୋଷଣା କରାଜାଇଛି l ନଭେମ୍ବର ୫ରେ ଆଇପିଏଲ ର ପ୍ରଥମ କ୍ବାଲିଫାଏର ଖେଳାଯିବ ସହ ୬ରେ ଏଲିମିନେଟର ଓ ୮ରେ ଦ୍ବୀତିୟ କ୍ବାଲିଫାଏର ମ୍ୟାଚ୍ ଖେଳାଯିବ l   ଆଇପିଏଲର ରବିବାର ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଂଡିଆନ୍ସ ୧୯୫ କରିଥିବା ବେଳେ ୧୮.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୯୬ ରନ୍‌ ସ୍କୋର କରି ବିଜୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ବେନ୍ ଷ୍ଟୋକ୍ସ ୬୦ଟି ବଲରେ ୧୪ଟି ଚଉକା ଓ ୩ଟି ଛକା ସହାୟତାରେ ୧୦୭ ରନ୍‌ କରିଥିବା ବେଳେ ସଞ୍ଜୁ ୩୧ ବଲରେ ୫୪ ରନ୍‌ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ୨୬ଟି ବଲରେ ୪୦ ରନ୍‌ କରିଥିଲେ। ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

Yagna, cow urine can kill coronavirus: Uttarakhand BJP legislator

admin

ଯୁବ ବ୍ୟବସାୟୀ ରାଜା ନିଖୋଜ ଘଟଣା, ପୋଲିସ ଅବହେଳା ବିରୋଧରେ ଯୁବ ସମାଜର ଶୋଭାଯାତ୍ରା

Aren News

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମତେ ୩ ଜଣ ଦାଦା ବଟି ମାଗି ଗିରଫ, ଟଙ୍କା ଓ ଗାଡି ଜବତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |