ତାଜା ଖବର
  • Home
  • ଅନ୍ୟାନ୍ୟ
  • ବୌଦ୍ଧ ଜିଲା ରେ ସ୍ଥାପନ ହେବ ସାଇନ୍ସ ପାର୍କ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
ଅନ୍ୟାନ୍ୟ ତାଜା ଖବର ମନୋରଞ୍ଜନ ରାଜନୀତି ରାଜ୍ୟ

ବୌଦ୍ଧ ଜିଲା ରେ ସ୍ଥାପନ ହେବ ସାଇନ୍ସ ପାର୍କ – ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୧୦ ବୌଦ୍ଧ ଜିଲା ସମତେ ରାଜ୍ୟର ୯ଟି ଜିଲ୍ଲାରେ ସାଇନ୍ସ ପାର୍କ ବା ବିଜ୍ଞାନ କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ରାଜ୍ୟ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ଅନୁଗୋଳ, ବାଲେଶ୍ୱର, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରେ ଏହି ସାଇନ୍ସ ପାର୍କ ସ୍ଥାପନ ହେବ।  ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ମଣ୍ଡି ପରିଚାଳନା ରେ ଅବହେଳା ଓ କଟନି ଛଟନି ପ୍ରତିବାଦରେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାଲା

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୯-୬-୨୦୨୧((ବୁଧବାର))

Aren News

ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପୋଲିସ କର୍ମଚାରୀଙ୍କୁ ଫୁଲ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲେ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |