ତାଜା ଖବର
  • Home
  • ଅନ୍ୟାନ୍ୟ
  • ବ୍ୟୋମକେଶ ରାୟ ବିଜୁ ଯୁବ ଜନତା ଦଳ ସଭାପତି ଓ ଦେବୀରଞ୍ଜନ ତ୍ରିପାଠୀ ହେଲେ ଛାତ୍ର ବିଜେଡ଼ି ସଭାପତି
ଅନ୍ୟାନ୍ୟ ତାଜା ଖବର ରାଜନୀତି ରାଜ୍ୟ

ବ୍ୟୋମକେଶ ରାୟ ବିଜୁ ଯୁବ ଜନତା ଦଳ ସଭାପତି ଓ ଦେବୀରଞ୍ଜନ ତ୍ରିପାଠୀ ହେଲେ ଛାତ୍ର ବିଜେଡ଼ି ସଭାପତି

ବୌଦ୍ଧ / ଏରନ୍ ନ୍ୟୁଜ / ୨୭ -୦୯ ବିଜୁ ଜନତା ଦଳର ଦୁଇ ପ୍ରମୁଖ ଛାମୁଆ ସଂଗଠନ ଯୁବ ଓ ଛାତ୍ର ବିଜେଡ଼ି ର ସଭାପତି ଙ୍କ ନାମ ଘୋଷଣା କରାଯାଇଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ (ବାପି) ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବିଜୁ ଛାତ୍ର ଜନତା ଦଳର ସଭାପତି ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ଆଜି ଦଳର ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ଇସ୍ତାହାରରେ ଘୋଷଣା କରିଛନ୍ତି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସମ୍ବଲପୁର : ତ୍ୟାଗ ପକ୍ଷରୁ ମେଡିକାଲରେ ସେବା କରିବାର ଅଭିନବ ପ୍ରୟାସ

Aren News

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଓ ରକ୍ତଦାନ ଶିବିର

Aren News

ରାଜ୍ୟରେ ଆଜି ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |