ତାଜା ଖବର
  • Home
  • କରୋନା ଖବର
  • କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୪୮ ଜଣ ଓ ରାଜ୍ୟରେ ୩୯୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ
ଅନ୍ୟାନ୍ୟ କରୋନା ଖବର ତାଜା ଖବର ରାଜନୀତି ରାଜ୍ୟ

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୪୮ ଜଣ ଓ ରାଜ୍ୟରେ ୩୯୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୨୭ -୦୯ ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ୪୮ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ କଂଟାମାଲ ବ୍ଳକ ନରସିଂହପୁର ଗ୍ରାମରୁ ଦ୍ୱିତୀୟ ଦିନରେ ବି ୧୧ ଜଣ ରହିଛନ୍ତି । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ପୁରୁଣାକଟକରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ସହର – ୭ , ଅଯୋଧ୍ୟା – ୩ , ଚାରିଛକ – ୭ , ଲୁଣିବାହାଲ୍‌, କଣ୍ଟାମାଳ, ଉଚ୍ଚବାହାଲି ଓ ମୁଣ୍ଡାପଡାରୁ ୨ ଜଣ ଲେଖାଏଁ, ତେନ୍ତୁଳିପାଲି, ପୀତାମ୍ବରପୁର, ଇନ୍ଦ୍ରପୁର, ତିଲେଶ୍ୱର, ପୁରୁଣାକଟକ, ଛତ୍ରଙ୍ଗ, ଖଜୁରିଆ,ସାଲକଟା, ଘଣ୍ଟାପଡା, ଖଇରମାଲ୍‌ , ବାହାଲି ଓ ଘଣ୍ଟାପାଲିରୁ ଜଣେ ଲେଖାଏଁ ପଜେଟିଭ ଚିହ୍ନଟ ହୋଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଏମାନଙ୍କୁ ମିଶାଇ ଜିଲାରେ ସମୁଦାୟ ପଜେଟିଭଙ୍କ ସଂଖ୍ୟା ୧୭୭୪ କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୯୨୨ କରୋନା ପଜିଟିଭ୍ । ନୂଆ ୩୯୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୦୯ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୧୩ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୩୭୪ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୧୭୦୧୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୩୩୧ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases

1. Angul: 200
2. Balasore: 72
3. Bargarh: 154
4. Bhadrak: 51
5. Balangir: 85
6. Boudh: 48
7. Cuttack: 380
8. Deogarh: 8
9. Dhenkanal: 76
10. Gajapati: 22
11. Ganjam: 39
12. Jagatsinghpur: 123
13. Jajpur: 103
14. Jharsuguda: 109
15. Kalahandi: 73
16. Kandhamal: 62
17. Kendrapada: 107
18. Keonjhar: 212
19. Khurda: 818
20. Koraput: 69
21. Malkangiri: 69
22. Mayurbhanj: 149
23. Nawrangpur: 40
24. Nayagarh: 48
25. Nuapada: 114
26. Puri: 184
27. Rayagada: 48
28. Sambalpur: 117
29. Sonepur: 25
30. Sundargarh: 103
31. State Pool: 214

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ସୁବର୍ଣ୍ଣପୁର : ବୀରମହାରାଜପୁର ଥାନା ମାଣିକପୁର ଠାରେ ଟ୍ରାକ୍ଟର ଓଲଟି ୨ ମୃତ

Aren News

ନୂତନ ବର୍ଷ ଆରମ୍ଭରେ ଅଘଟଣ, ଇଭିଏମ୍ ଷ୍ଟ୍ରଙ୍ଗରୁମରେ ଲୁହା ରେକ ପଡିଯିବାରୁ ପୋଲିସ କନେଷ୍ଟବଲଙ୍କ ମୃତ୍ୟୁ

Aren News

ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଶଂସନୀୟ କାମ , ରୋଗୀକୁ ଦେଢ଼ କିଲୋମିଟର ଖଟିଆରେ ବୋହି ଡାକ୍ତରଖାନାକୁ ନେଲେ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |