ବୋୖଦ୍ଧ/ଏରନ ନ୍ୟୁଜ/୧୬.୦୯
ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ବାଇକ ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାରେ ୨ଜଣ ମୃତ ଜଣେ ଗୁରୁତର । ମୃତକ ମାନେ ହେଲେ ସ୍କୁଟି ଅରୋହି ପ୍ରଶାନ୍ତ ନାୟକ ଏବଂ ବାଇକ ଆରୋହି ସାନୁଜ ନାୟକ
ସ୍କୁଟିରେ ବସିଥିବା ଗୁରୁତର ଅଜିତ ଭୋକ୍ତା ଙ୍କୁ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ପ୍ରଥମେ ହରଭଙ୍ଗା ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାକୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡକ୍ଟରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହରଭଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id