ତାଜା ଖବର
  • Home
  • Other
  • ବିଶିଷ୍ଠ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ବିୟୋଗ
Other Photo Gallery ବାଣିଜ୍ୟ ରାଜ୍ୟ ସାହିତ୍ୟ ଓ ସଂସ୍କୃତି

ବିଶିଷ୍ଠ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ବିୟୋଗ

ବୋୖଦ୍ଧ/ଏରନ ନ୍ୟୁଜ/୦୭.୦୯  ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଶିଷ୍ଟ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ବିୟୋଗ । ଛାତିରେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ଘରଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ AMRI ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ସୋମବାର ଦିନ ଅପରାହ୍ନ ୪.୩୦ ମିନିଟ ରେ ତାଙ୍କର ବିୟୋଗ ହୋଇଥିବା ସୂଚନା । ମୃତ୍ୟ ବେଳକୁ ତାଙ୍କୁ 73 ବର୍ଷ ହୋଇଥିଲା । ସେ ତିଳେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଅନେକ ଦିନ ଧରି ପ୍ରଧାନ ଶିକ୍ଷକ ଭାବେ ଶିକ୍ଷକତା କରି ଅନେକ ଛାତ୍ରଛାତ୍ରୀ ସମେତ ସମସ୍ତ ଅଭିଭାବକଙ୍କ ହୃଦୟ ଜିଣିଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ : ମାଧପୁର ରେଞ୍ଜରେ ସମ୍ବର ଶିକାର, ମୃତ ସମ୍ବର ଜବତ , ୨ଶିକାରୀ ଗିରଫ

Simun Naik

ପ୍ରବଳରୁ ଅତି ପ୍ରବଳ ବର୍ଷା – ପାଣିପାଗ ବିଭାଗ, ବୌଦ୍ଧ ସମତେ ୧୦ ରୁ ଅଧିକ ଜ଼ିଲ୍ଲା ପାଇଁ ସତର୍କ ସୂଚନା

Aren News

ସମ୍ବଲପୁର : ଗାଁରେ ଚାନ୍ଦା ସଂଗ୍ରହ କରି ପ୍ରବାସୀଙ୍କୁ  ଖାଦ୍ୟ ଯୋଗାଉଛନ୍ତି…. ଡଙ୍ଗାପାଳ ଗ୍ରାମବାସୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |