ତାଜା ଖବର
Corona News Other Photo Gallery ଜୀବନଚର୍ଯ୍ୟା ଦେଶ- ବିଦେଶ ମନୋରଞ୍ଜନ ରାଜ୍ୟ

କୋଭିଡ ହସ୍ପିଟାଲରେ ଜନ୍ମ ନେଲା ଶିଶୁ କନ୍ୟା

ଝାରସୁଗୁଡା / ଏରନ ନ୍ୟୁଜ / ୦୧-୦୯
ଝାରସୁଗୁଡା କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଝିଅ ସୁରକ୍ଷିତ ଥିବା କଥା କହିଛନ୍ତି ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁୁ । ସେ କହିଛନ୍ତି ମହିଳା ଜଣକ କୋଭିଡ ପଜିଟିଭ ଚିହ୍ନଟ ହେଲାପରେ ଝାରସୁଗୁଡା କୋଭିଡ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ।   ମହିଳା ଜଣକ ଗର୍ଭବତୀ ଥିବାରୁ କୋଭିଡ ହସ୍ପିଟାଲ ରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋଭିଡ ହସ୍ପିଟାଲ ରେ ପ୍ରସବ ହେବା ଝାରସୁଗୁଡା ଜିଲ୍ଲାରେ ଦ୍ୱିତୀୟ ହୋଇଥିବା ବେଳେ ଏହା ପାଈଁ ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଟିମ ନିୟୋଜିତ ହୋଇଥିଲେ । ବର୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୈାଦ୍ଧ ଜିଲ୍ଲାରେ ୫ କରୋନା ପଜିଟିଭ, କିଏ ଠିକ୍ – ଜିଲ୍ଲା ପ୍ରଶାସନ ନା ରାଜ୍ୟ ସୂଚନା ବିଭାଗ ?

Aren News

ସମାଜସେବୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ

Aren News

ଆସନ୍ତାକାଲିଠାରୁ ରାଜ୍ୟରେ ଗଡିବ ବସ୍ ଓ ଟ୍ୟାକ୍ସି, ଚାଲିବ ଟ୍ରେନ ଓ ବିମାନ – ଏସଆରସି ପ୍ରଦୀପ ଜେନା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |