ତାଜା ଖବର
  • Home
  • ଅନ୍ୟାନ୍ୟ
  • ନବରଙ୍ଗପୁର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସ୍ମାରକ ପତ୍ର ପ୍ରଦାନ, ପଦଯାତ୍ରା କରି ୨୨୯ ବ୍ଲକ ପରିଭ୍ରମଣ କଲେଣି ସତ୍ୟବ୍ରତ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ମନୋରଞ୍ଜନ ରାଜନୀତି ରାଜ୍ୟ ସାହିତ୍ୟ

ନବରଙ୍ଗପୁର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସ୍ମାରକ ପତ୍ର ପ୍ରଦାନ, ପଦଯାତ୍ରା କରି ୨୨୯ ବ୍ଲକ ପରିଭ୍ରମଣ କଲେଣି ସତ୍ୟବ୍ରତ

ନବରଙ୍ଗପୁର/ଏରନ ନ୍ୟୁଜ/୨୨.୦୮  (ମିହିର ଶଙ୍କର ପାତ୍ର)   ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ୩୦ ଜିଲ୍ଲାର ୩୧୪ ବ୍ଲକ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିବା ସତ୍ୟବ୍ରତ ଦାସ ଗତକାଲି ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ ।  ଆଜି ଡାବୁଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତା ମେରି ନାୟକଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବି ପତ୍ର ଦେଇଥିଲେ ।

ସତ୍ୟବ୍ରତ ୨୦୧୯ ମସିହା ଜୁଲାଇ ୧୦ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିଲେ। ତେବେ ଗତ ୨୨୯ ଦିନ ମଧ୍ୟରେ ସେ ସାତ ହଜାର କିଲୋମିଟର ପଦଯାତ୍ରା କରିବା ସହ ୨୩୦ ଟି ବ୍ଲକକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇ ସାରିଲେଣି। ସତ୍ୟବ୍ରତ ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମହକୁମାରେ ଗୋଟିଏ ଦିନ ରହଣି ପରେ ଉମରକୋଟ ବ୍ଲକ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏହାପରେ କଳାହାଣ୍ଡି ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାକୁ ପଦଯାତ୍ରା କରି ୩୧୪ ବ୍ଲକରେ ପହଞ୍ଚି ଦାବିପତ୍ର ପ୍ରଦାନ କରିବେ ବୋଲି ସେ କହିଛନ୍ତି ।

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ନବରଙ୍ଗପୁର: କୋରନା ଯୁଦ୍ଧରେ ଜିତିଲେ ସରପଞ୍ଚ – ହାରିଲା କୋରନା

SASWAT

ନାଗପାହାଡ଼ ଜଙ୍ଗଲ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୯-୪-୨୦୨୧((ସୋମବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |