ତାଜା ଖବର
  • Home
  • ଅନ୍ୟାନ୍ୟ
  • ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ ପସନ୍ଦ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ଦେଶ- ବିଦେଶ ଫଟୋ ଗ୍ୟାଲେରି ବାଣିଜ୍ୟ ମନୋରଞ୍ଜନ ରାଜ୍ୟ ସାହିତ୍ୟ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ ପସନ୍ଦ

ସମ୍ବଲପୁର/ଏରନ ନ୍ୟୁଜ/୩୧.୦୭

ପଶ୍ଚିମ ଓଡିଶାର ସଂସ୍କୃତି ଓ କଳାକୁ ପୁଣି ଜାତୀୟ ସ୍ତରରେ ସମ୍ମାନ ମିଳିଛି । ଦେଶ ତଥା ବିଦେଶରେ ଓଡିଶା ସମ୍ବଲପୁରୀ ଶାଢୀର ଚାହିଦା ବଢୁଥିବା ବେଳେ ଆଉ ଇତିହାସ ସୃଷ୍ଟି କରିଛି ସମ୍ବଲପୁରୀ ଶାଢୀ । ଅଭିନେତ୍ରୀ ଆମ ରାଜ୍ୟର  କଳା ଓ ସଂସ୍କୃତି ସହିତ ଜୋଡି  ଦେବା ସହ ସମ୍ବଲପୁରୀ ଶାଢୀର ପ୍ରଚାର ଓ ପ୍ରସାର ପାଇଁ ଆଗେଇ ଆସିଛଛନ୍ତି  । ସୋନପୁର ବୁଣାକାରଙ୍କ ହାତବୁଣା ସମ୍ବଲପୁରୀ ଶାଢୀ ଓଡିଶା କାହିଁକି ଭାରତରେ ନାଁ ରହିଛି  ।ଶୁକ୍ଷ୍ମ ପାଟ ସୁତା ତିଆରୀ ସମ୍ବଲପୁରୀ ସାଢୀ ସମସ୍ତଙ୍କ ପସନ୍ଦ  ।

 

ଏବେ ଏକ ସମ୍ବଲପୁରୀ ଶାଢୀର ନୁାଆଁ  ଲୁକରେ ହିନ୍ଦୀ ଚଳଚିତ୍ର  ଅଭିନେତ୍ରୀ ବିଦ୍ୟା ବାଲନ । ସେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କେନ୍ଦୁପାଲି ଗାଁରେ ବୁଣାକର ରମାକାନ୍ତ ମେହେର ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢୀକୁ  ବୁଣିଛନ୍ତି  ।ସେ ତାଙ୍କ ଆଗାମୀ ଚଳଚିତ୍ର ଶକୁନ୍ତଳା ଦେବୀର  ସମ୍ବଲପୁରୀ ଶାଢୀ ପିନ୍ଧି  ଇ-ପ୍ରମୋସନ କରିଛନ୍ତି  । ସେ ପିନ୍ଧିଥିବା ସମ୍ବଲପୁରୀ ଶାଢିର ଏକ ଫଟୋ ଏବଂ ଭିଡିଓକୁ ପୋଷ୍ଟ କରିଛନ୍ତି  ।ସୋନପୁର ଜିଲ୍ଲାରର ରମାକାନ୍ତ ମହେରକୁ ଏହି ବାନ୍ଧ  ଶାଢିକୁ  ବୁଣିବାକୁ ଏକ ମାସ ସମୟ  ଲାଗିଥିଲା  ।ଏହି ଭିଡଓ ଓ ଫଟୋ ସୋସିଆଲ ମିଡିଆରେ  ନେଇ ଚାରିଆଡେ ଚର୍ଚ୍ଚା  ।

(ଏରନ ନ୍ୟୁଜ ବ୍ୟୁରୋ ରିପୋର୍ଟ)

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର, ଥାନା ରେ ମାମଲା, ନିନ୍ଦା କଲା ହରଭଙ୍ଗା ଓକିଲ ସଂଘ

Aren News

କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,୨୦୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପର ଶୁଭାରମ୍ଭ କଲେ

Aren News

ଜାଣନ୍ତୁ କରୋନା ଖବର ! ବୌଦ୍ଧ ଜିଲାରେ ୧୧, ଅନ୍ୟ ଜିଲାରେ ପଜିଟିଭ ଭାବେ କେତେ ଜଣ ଚିହ୍ନଟ ହେଲେ ?

Aren News

ଏକ ମନ୍ତବ୍ୟ ଛାଡନ୍ତୁ |