ତାଜା ଖବର
  • Home
  • ଅନ୍ୟାନ୍ୟ
  • ବୌଦ୍ଧରେ କରୋନା କମିବାର ନା ନାହିଁ, ଆଜି ୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ସଂଖ୍ୟା ୧୩୧ କୁ ବୃଦ୍ଧି
ଅନ୍ୟାନ୍ୟ ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ

ବୌଦ୍ଧରେ କରୋନା କମିବାର ନା ନାହିଁ, ଆଜି ୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ସଂଖ୍ୟା ୧୩୧ କୁ ବୃଦ୍ଧି

ବୌଦ୍ଧ / ଏରନ୍ ନ୍ୟୁଜ / ୨୬ – ୦୭ ବୌଦ୍ଧ ଜିଲ୍ଲାରେ ଆଜି ୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୮ ଜଣଙ୍କ ମଧ୍ୟରୁ ୫ ଜଣ ଜିଲାର ବିଭିନ୍ନ ସ୍ଥାନରୁ ହୋଇଥିବା ବେଳେ କେବଳ ସହରରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।  ମିଳିଥିବା ସୂଚନାରୁ ପ୍ରକାଶଯେ, ବୌଦ୍ଧ ସହରର ଜିଲା ମୁଖ୍ୟ ଚିକିତ୍ସାଳୟୟରୁ – ୨ ଜଣ, ସହରରୁ – ୧, ଗୋଚ୍ଛାପଡାରୁ – ୧ ଓ ଜଗଦିଶପୁରରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୮ ଜଣଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧ କୁ ବୃଦ୍ଧି ହୋଇଛି । ଅନ୍ୟ ପକ୍ଷରେ ୬୫ ଜଣ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ରେକର୍ଡ ସଂଖ୍ୟକ ୪୭ ଜଣ ଓ ରାଜ୍ୟରେ ୪୩୩୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୧୨ ଜଣ ଓ ରାଜ୍ୟରେ ୧୯୧୩ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ସମାଣ୍ଡୁ ନାଳ ପୋଲ ଉପରେ ଦୁଇ ଫୁଟର ପାଣି, ବିଭିନ୍ନ ଅଂଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |