ତାଜା ଖବର
  • Home
  • ଅନ୍ୟାନ୍ୟ
  • ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ବାଇକ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ, ଜଣେ ଆହତ
ଅନ୍ୟାନ୍ୟ ଅପରାଧ ଫଟୋ ଗ୍ୟାଲେରି ରାଜ୍ୟ

ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ବାଇକ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ, ଜଣେ ଆହତ

ବୌଦ୍ଧ / ଏରନ୍ ନିୟୁଜ / ୦୯ -୦୭ ବୌଦ୍ଧ ଜିଲା ମନମୁଣ୍ଡା ନିକଟସ୍ଥ ନୂଆପାଲି ଠାରେ ୫୭ ନଂ ଜାତୀୟ ରାଜପଥ ଉପରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବାଇକ od 31 G ୨୯୭୯ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରତର ଭାବେ ଆହତ ହୋଇଥିବା ଜଣା ପଡିଛି । ଆହତ ହୋଇଥିବା ଯୁବକକୁ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଊଛି । ବାଇକଟି ସୋନେପୁର ଆଡ଼କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି l ମୃତକ ଜଣକ ଙ୍କର ପରିଚୟ ମିଳିନାହିଁ l ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଯାରିରଖିଛି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବଲାଙ୍ଗୀରରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଭୀମସାର ଡାକ୍ତର ସଙ୍ଘର ପ୍ରତିବାଦ

Aren News

ରାଜ୍ୟରେ ପ୍ରଥମ , କରୋନା ସଂକ୍ରମିତ ଅନ୍ୟତମ କରୋନା ଯୋଦ୍ଧl ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁ

Aren News

ବୌଦ୍ଧ: ଲକ ଡାଉନ ରେ ଜାତୀୟସ୍ତରୀୟ ଅନ ଲାଇନ ନୃତ୍ୟ ପ୍ରତିଯୋଗିତା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |