ତାଜା ଖବର
  • Home
  • ରାଜ୍ୟ
  • ଗଞ୍ଜାମ ଜିଲ୍ଲା ଅଂଚଳର ଶ୍ରମିକମାନଙ୍କୁ ନେଇ ଗୁଜୁରାଟରୁ ଆସୁଥିବା ବସ ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟରେ ଖରାପ
ଅନ୍ୟାନ୍ୟ ଅପରାଧ ଖେଳ ଜୀବନଚର୍ଯ୍ୟା ଦେଶ- ବିଦେଶ ଫଟୋ ଗ୍ୟାଲେରି ବାଣିଜ୍ୟ ମନୋରଞ୍ଜନ ରାଜନୀତି ରାଜ୍ୟ ସାହିତ୍ୟ

ଗଞ୍ଜାମ ଜିଲ୍ଲା ଅଂଚଳର ଶ୍ରମିକମାନଙ୍କୁ ନେଇ ଗୁଜୁରାଟରୁ ଆସୁଥିବା ବସ ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟରେ ଖରାପ

ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ଆଜି ବୌଦ୍ଧ ଜିଲ୍ଲା ଦେଇ ଗଂଜାମ ଫେରୁଥିଲେ । ବୋୖଦ୍ଧ ମନମୁଣ୍ଡା ଠାରେ ବସ ହଠାତ ବ୍ରେକ ଡାଉନ ହୋଇଯାଇଥିଲା। ଖବର ପାଇ ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ଘଟଣାସ୍ଥଳରେ ପହଂଚି ଥିଲେ। ଯାତ୍ରୀମାନଙ୍କ ଅନୁରୋଧ କ୍ରମେ ସେଠାରେ ସେମାନଙ୍କୁ ଜଳଖିଆ ଦିଆଯାଇଥିଲା। ପରେ ଜିଲ୍ଲା ପ୍ରଶାସନ କୁ ଖବର ଦେଇଥିଲେ।ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତୁରନ୍ତ ଅଲଗା ବସର ବ୍ୟବସ୍ଥା କରାଯାଇ ଯାତ୍ରୀ ମାନଙ୍କୁ ଗଂଜାମ ପଠାଯାଇଥିଲା। ଶେଷରେ ଲକ ଡାଉନ ହୋଇଥିବା ବସ ଏବଂ ଯାତ୍ରୀ ମନେ ରହିଥିବା ସ୍ଥାନକୁ ସାନିଟାଇଜ କରାଯାଇଥିଲା।

Related posts

ବୌଦ୍ଧରେ ଟେଲି ମେଡିସିନ୍ ସେବା ଆରମ୍ଭ, ସ୍ୱେଛାସେବୀ ସଂଗଠନ କରିବେ ସଚେତନତା

Aren News

ମା ମହେଶ୍ୱରୀ ଓ ମା ଖମ୍ବେଶ୍ଵରୀଙ୍କ ପାରମ୍ପରିକ ଚୁଡା ଖାଇ ଯାତ୍ରା

Aren News

ରାୟପୁର ରୁ ବିଶାଖାପାଟଣା ଚାଲାଣ ହେଉଥିବା ୮ କୋଟିର ଜାଲ୍‌ ନୋଟ୍‌ ଜବତ, ୩ ଜଣ ଗିରଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |