ତାଜା ଖବର
  • Home
  • ରାଜ୍ୟ
  • କୋଭିଡ୍‌-୧୯, ବୌଦ୍ଧ ଜିଲାରେ ଶନି ମନ୍ଦିର କମିଟି ପକ୍ଷରୁ ଜନସଚେତନତା ଓ ମାସ୍କ ବଂଟନ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ଦେଶ- ବିଦେଶ ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ ସାହିତ୍ୟ

କୋଭିଡ୍‌-୧୯, ବୌଦ୍ଧ ଜିଲାରେ ଶନି ମନ୍ଦିର କମିଟି ପକ୍ଷରୁ ଜନସଚେତନତା ଓ ମାସ୍କ ବଂଟନ

ବୌଦ୍ଧ / ଏରନ୍ ନିୟୁଜ / ୦୨-୦୫ କରୋନା ଭାଇରସ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ବୌଦ୍ଧ ଜିଲା ର ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ , ପୋଲିସ, ଗଣମାଧ୍ୟମ ଏବଂ ସ୍ୱଚ୍ଛାସେବୀମାନଙ୍କ ସହିତ ଅନେକେ ଦିନରାତି ନିଜର ସେବା ପ୍ରଦାନ କରୁଛନ୍ତି । ଏହିପରି ଏକ ସମୟରେ ବୌଦ୍ଧ ସହରର ଶନି ମନ୍ଦିର କମିଟି ପକ୍ଷରୁ ରଥସାହି ଠାରେ ଆଜି ସାଧାରଣ ଲୋକେ ନିରାପଦ ରହିବା ନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହା ସହିତ ସାଧାରଣ ଗରିବ ଲୋକଙ୍କୁ ଏକ ଶହ ମାସ୍କ ବଂଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ସଂଜୀବ କୁମାର ମହାପାତ୍ର , ଉପଦେଷ୍ଟା ତ୍ରିପୁରାରୀ ମିଶ୍ର, କାହ୍ନୁ ମିଶ୍ର, ଶ୍ୟାମ ସୁନ୍ଦର ଅଗ୍ରୱାଲା, ନରେନ୍ଦ୍ର ପ୍ରଧାନ, ବିଭୁଦତ୍ତ ପଣ୍ଡା, ଭୁଜବଳ ଦାସ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ ସଚେତନତା ଶିବିର

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲ୍ଲାରେ ଆଜି ୭ ଜଣ ଓ ରାଜ୍ୟରେ ୧୯୩୧ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

Yes Bank can come out of administration soon, says SBI chairman Rajnish Kumar

admin

ଏକ ମନ୍ତବ୍ୟ ଛାଡନ୍ତୁ |