ତାଜା ଖବର
  • Home
  • ରାଜ୍ୟ
  • କରୋନା ସମୟେରେ ସାମ୍ବାଦିକମାନଙ୍କ ଦ୍ୱାରା ରକ୍ତଦାନ ଶିବିର
Other Photo Gallery ଅପରାଧ ଖେଳ ଜୀବନଚର୍ଯ୍ୟା ଦେଶ- ବିଦେଶ ବାଣିଜ୍ୟ ମନୋରଞ୍ଜନ ରାଜନୀତି ରାଜ୍ୟ ସାହିତ୍ୟ ଓ ସଂସ୍କୃତି

କରୋନା ସମୟେରେ ସାମ୍ବାଦିକମାନଙ୍କ ଦ୍ୱାରା ରକ୍ତଦାନ ଶିବିର

କରୋନା ଭାଇରସ ଭୟାବହତା ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ରୋଗୀମାନଙ୍କୁ ଆବଶ୍ୟକତା ପ୍ରକାରେ ରକ୍ତ ମିଳୁନଥିବାରୁ ଜିଲାର ସାମ୍ବାଦିକ ମାନଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆଜି ବିଶ୍ୱ ଶ୍ରମିକ ଦିବସକୁ ଜିଲା ସାମ୍ବାଦିକ ସଂଘର ସଦସ୍ୟମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରି ସପରିବାର ରକ୍ତଦାନ କରି ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ଜିଲା ରକ୍ତ ଭଣ୍ଡାର ଠାରେ ଆୟୋଜିତ ଶିବିରରେ ଜିଲାର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । କମରୋନା ମହାମାରୀ ସମୟରେ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତାକୁ ଦେଖି ସଂଘର ସଦସ୍ୟ ମାନେ ବିଶ୍ୱ ଶ୍ରମିକ ଦିବସକୁ ରକ୍ତଦାନ କରି ପାଳନ କରିଛନ୍ତି ବୋଲି ସଂପାଦକ ଶଶାଙ୍କ ଶେଖର ମିଶ୍ର କହିଛନ୍ତି ।

Related posts

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌ ମିଶନ “ସୁଜଳ” ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉଦ୍ଘାଟିତ

Aren News

ହିରାକୁଦ ଡ୍ୟାମରୁ ନିସ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ଖୋଲିଲା ୧୦ ଟି ଗେଟ

Aren News

ନୂଆ ରେକର୍ଡ – ରାଜ୍ୟରେ ୭୧୮ ନୂଆ ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୧୧୦ ରେ ପହଞ୍ଚିଲା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |